Norges billigste bøker

ତୁମ ଅପେକ୍ଷାରେ

- tuma apekhya re (tuma apekhya re)

Om ତୁମ ଅପେକ୍ଷାରେ

ଆରେ ବୋକି, ଯଦି ପ୍ରେମରେ ତପସ୍ୟା ନଥାଏ ତେବେ ତା ପବିତ୍ରତାକୁ ଅନୁଭବ କରିପାରିବା କେମିତି ? -ପ୍ରେମ ହିଁ ପବିତ୍ର, ତାକୁ ପରଖିବାକୁ କଣ ତପସ୍ୟା ଦରକାର ! କାହାଣୀର ନାୟକ ଓ ନାୟିକା ଦୁହେଁ ପରସ୍ପରକୁ ନିବିତାର ସହ ପରସ୍ପରକୁ ଭଲ ପାନ୍ତି । କିଛି କାରଣ ବଶତଃ ଦୁହେଁ ଅଲଗା ହୋଈ ଦୁହିଁଙ୍କ ପାଇଁ କେବଳ ତପସ୍ୟା କରିଛନ୍ତି ପୂର୍ଣ୍ଣ ମିଳନ ସମୟରେ ପୁଣି ଥରେ କିଛି ସର୍ଭକୁ ନେଇ ରାସ୍ତା ଅଲଗା ହୋଇଛଯାଇଛି କିନ୍ତୁ ପରିଶେଷରେ ଦୁହେଁ ଦୁହିଁଙ୍କ ଅପେକ୍ଷାରେ.. The Open Minded ପେଜ ଏବଂ ପେଜ ର କ୍ରିଏଟର ସୁମୀତ ଭୂୟାଁ କୁ ବହୁତ ବହୁତ ଧନ୍ଯବାଦ, ଯିଏ ସବୁେବେଳେ ମୋତେ ସାହାୟ୍ଯ କରିଛନ୍ତି। Please support

Vis mer
  • Språk:
  • Odia
  • ISBN:
  • 9789356105270
  • Bindende:
  • Paperback
  • Utgitt:
  • 29. juni 2022
  • Dimensjoner:
  • 127x203x6 mm.
  • Vekt:
  • 118 g.
Leveringstid: 2-4 uker
Forventet levering: 12. mars 2025

Beskrivelse av ତୁମ ଅପେକ୍ଷାରେ

ଆରେ ବୋକି, ଯଦି ପ୍ରେମରେ ତପସ୍ୟା ନଥାଏ ତେବେ ତା ପବିତ୍ରତାକୁ ଅନୁଭବ କରିପାରିବା କେମିତି ? -ପ୍ରେମ ହିଁ ପବିତ୍ର, ତାକୁ ପରଖିବାକୁ କଣ ତପସ୍ୟା ଦରକାର ! କାହାଣୀର ନାୟକ ଓ ନାୟିକା ଦୁହେଁ ପରସ୍ପରକୁ ନିବିତାର ସହ ପରସ୍ପରକୁ ଭଲ ପାନ୍ତି । କିଛି କାରଣ ବଶତଃ ଦୁହେଁ ଅଲଗା ହୋଈ ଦୁହିଁଙ୍କ ପାଇଁ କେବଳ ତପସ୍ୟା କରିଛନ୍ତି ପୂର୍ଣ୍ଣ ମିଳନ ସମୟରେ ପୁଣି ଥରେ କିଛି ସର୍ଭକୁ ନେଇ ରାସ୍ତା ଅଲଗା ହୋଇଛଯାଇଛି କିନ୍ତୁ ପରିଶେଷରେ ଦୁହେଁ ଦୁହିଁଙ୍କ ଅପେକ୍ଷାରେ.. The Open Minded ପେଜ ଏବଂ ପେଜ ର କ୍ରିଏଟର ସୁମୀତ ଭୂୟାଁ କୁ ବହୁତ ବହୁତ ଧନ୍ଯବାଦ, ଯିଏ ସବୁେବେଳେ ମୋତେ ସାହାୟ୍ଯ କରିଛନ୍ତି। Please support

Brukervurderinger av ତୁମ ଅପେକ୍ଷାରେ



Finn lignende bøker
Boken ତୁମ ଅପେକ୍ଷାରେ finnes i følgende kategorier:

Gjør som tusenvis av andre bokelskere

Abonner på vårt nyhetsbrev og få rabatter og inspirasjon til din neste leseopplevelse.